ବିଦ୍ୟାଳୟ ନେତୃତ୍ୱ

ଉପକ୍ରମ

ନିମ୍ନଲିଖିତ ନଅଟି ଭିଡିଓ ଭାରତୀୟ ବିଦ୍ୟାଳୟର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଏ। ଏହି ଭିଡିଓଗୁଡ଼ିକ ଦର୍ଶାଉଛି ଯେ ଭାରତୀୟ ବିଦ୍ୟାଳୟ ଲିଡରଗୁଡ଼ିକ କିପରି ଭାବରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପରିବର୍ତ୍ତନକୁ ସେମାନେ କାର୍ଯ୍ୟକାରୀ କରିଛନ୍ତି। ଏହି ଭିଡିଓର ଲକ୍ଷ୍ୟ ଆପଣଙ୍କୁ ଆପଣଙ୍କ ସ୍କୁଲ୍‌ରେ ଏହିପରି ବିଧି ବ୍ୟବହାର କରିବା ପାଇଁ ଉତ୍ସାହିତ କରିବା।

ଏହି ଭିଡିଓଗୁଡ଼ିକ ନଅଟି ସାରାଂଶ ଅନୁଯାୟୀ ସଂଗଠିତ କରାଯାଇଛି:

ଏହି ଭିଡିଓଗୁଡ଼ିକ TESS-ଇଣ୍ଡିଆ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ [Tip: hold Ctrl and click a link to open it in a new tab. (Hide tip)] ଓଇଆରର ସାରାଂଶଗୁଡ଼ିକ ସହିତ ଲିଙ୍କ୍ ହୋଇଛି।

ଏହି ଭିଡିଓଗୁଡ଼ିକର ଲକ୍ଷ୍ୟ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ନିଜ ବିଦ୍ୟାଳୟରେ ସମାନ ବିଧି ବ୍ୟବହାର କରିବା ପାଇଁ ଉତ୍ସାହିତ କରିବା।

ଅଧିକ ବିବରଣୀ ଓ ଲିଙ୍କ ହୋଇଥିବା ଆଲୋଚନା ଓ କାର୍ଯ୍ୟକଳାପ ପାଇଁ ବିଦ୍ୟାଳୟ ଲିଡରମାନେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବିଷୟରେ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଭିଡିଓ ଉତ୍ସ ଟିପ୍ପଣୀରେ ଦେଖିପାରିବେ।

ଗଳ୍ପ କଥନ, ଗୀତ, ଭୂମିକା ଅଭିନୟ ଏବଂ ନାଟିକା

ବିଦ୍ୟାଳୟ-ଗୋଷ୍ଠୀ ଅଂଶିଦାରୀ ପ୍ରତିଷ୍ଠା କରିବା