ଏହି ମୁଖ୍ୟ ସାଧନ, ଯାହାକି ସମସ୍ତ ବିଷୟ ଏବଂ ସବୁ ସ୍ତର ପାଇଁ ପ୍ରଯୁଜ୍ୟ ହୋଇଥାଏ, ଏହା ଶିକ୍ଷକମାନଙ୍କୁ TESS-ଇଣ୍ଡିଆ ଓଇଆରର ପେଡାଗୁଗିରେ ମୁଖ୍ୟ ଅଭ୍ୟାସଗୁଡ଼ିକରେ ଅଧିକ କାର୍ଯ୍ୟାଭ୍ୟାସ ମାର୍ଗଦର୍ଶନ ପ୍ରଦାନ କରିଥାଏ। ଏହା ଛାତ୍ରଛାତ୍ରୀଙ୍କୁ ଏକତ୍ରିତ କରିବାର ପ୍ରକ୍ରିୟା, ଶିକ୍ଷାଦାନ କାର୍ଯ୍ୟକଳାପ ଓ ଶିକ୍ଷକ-ଛାତ୍ରଛାତ୍ରୀ ଓ ଛାତ୍ରଛାତ୍ରୀ- ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବ ବିନିମୟର ମାଧ୍ୟମକୁ ଅନ୍ତର୍ଭୁକ୍ତ କରେ।
ମୁଖ୍ୟ ସାଧନ