ଜଣେ ବିଦ୍ୟାଳୟ ଲିଡର ତାଙ୍କ ସ୍କୁଲରେ ନିର୍ଦ୍ଦିଷ୍ଟ ସମସ୍ୟା ବିଷୟରେ ବର୍ଣ୍ଣନା କରିଥାନ୍ତି, ଯେପରିକି ଲେଖିବା ଓ ପଢ଼ିବାରେ ସଅଂଗତି ଏବଂ ବର୍ତ୍ତମାନ ସେ ଏହି ସମସ୍ୟାର ସମାଧାନ ପାଇଁ ସମଗ୍ର ସ୍କୁଲର ନେତୃତ୍ୱ ନେବାକୁ ଆରମ୍ଭ କରିଛନ୍ତି। ସେ ଯଥାର୍ଥସମସ୍ୟାଗୁଡ଼ିକ ଚିହ୍ନଟ କରିବା ପାଇଁ ଶିକ୍ଷକମାନଙ୍କୁ ନିଯୁକ୍ତ କରନ୍ତି ଏବଂ ତାହା ପରେ ସମନ୍ୱିତ ଢ଼ଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି।
ଆପଣଙ୍କ ସ୍କୁଲ୍ରେ ଶିକ୍ଷାଲାଭର କୌଣସି ଦିଗ ଦୁର୍ବଳ ରହିଥିବାର ସନ୍ଦେହ କରୁଛନ୍ତି କି? ଆପଣ କିପରି ଭାବରେ ତାହାର ଅନୁସନ୍ଧାନ କରିପାରିବେ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସହାୟତା ନିମନ୍ତେ କାହାକୁ ତାଲିକାଭୁକ୍ତ କରିପାରିବେ?
TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:
TESS-ଇଣ୍ଡିଆ ମୁଖ୍ୟ ଉତ୍ସ ସଂପର୍କିତ:
TESS-ଇଣ୍ଡିଆ ଶିକ୍ଷକ ବିକାଶ ଓଇଆର ସଂପର୍କିତ:
OpenLearn - TESS- ଇଣ୍ଡିଆ ଭିଡିଓ ସାଧନ Except for third party materials and otherwise, this content is made available under a Creative Commons Attribution-NonCommercial-ShareAlike 4.0 Licence, full copyright detail can be found in the acknowledgements section. Please see full copyright statement for details.