ପିତାମାତାଙ୍କୁ ସଂପୃକ୍ତ କରିବା
ବିଦ୍ୟାଳୟ ଲିଡର ସନ୍ତାନସନ୍ତତିଙ୍କ ଶିକ୍ଷାରେ ପିତାମାତାଙ୍କୁ ସଂପୃକ୍ତ କରିବା କ୍ଷେତ୍ରରେ ପ୍ରତିବନ୍ଧକଗୁଡ଼ିକ ବିଷୟରେ କହନ୍ତି। ସେ କହନ୍ତି ଯେ ଥରେ କଥାବାର୍ତ୍ତା ହେଲେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ବିଷୟଗୁଡ଼ିକ ସମାଧାନ କରିବା ଅପେକ୍ଷାକୃତ ଭାବେ ସହଜ ହୋଇଥାଏ।
ଗୋଟିଏ ବିଦ୍ୟାଳୟରେ ପିତାମାତାଙ୍କୁ ସଂପୃକ୍ତ କରିବା ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭରେ ସହାୟତା କରିବା ପାଇଁ ଏକ ମୁଖ୍ୟ ବିଷୟ ହୋଇଥାଏ। ଆପଣ କିପରି ଭାବରେ ଆପଣଙ୍କ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ଆପଣଙ୍କ ସ୍କୁଲ୍କୁ ଆସିବା ପାଇଁ ଉତ୍ସାହିତ କରିପାରିବେ? ଆପଣ ଅନ୍ୟ କେଉଁ ଉପାୟରେ ପିତାମାତାଙ୍କୁ ସେମାନଙ୍କ ସନ୍ତାନସନ୍ତତିଙ୍କ ପାଠପଢ଼ାରେ ସହଯୋଗ କରିବାକୁ ଉତ୍ସାହିତ କରିପାରିବେ?
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ପଢ଼ିବାକୁ ଚାହିଁପାରନ୍ତି।
TESS-ଇଣ୍ଡିଆ ସ୍କୁଲ ନେତୃତ୍ୱ ଓଇଆର ସଂପର୍କିତ:
ପଠନ ଏବଂ ଲେଖନ
