-
ମୁଖ୍ୟ ସାଧନ
Already Registered?
Ratings
5 out of 5 stars
You can start learning at any time. By signing up and enrolling you can track your progress and earn a Statement of Participation upon completion, all for free.
View this materialSign up to get more
This material is part of a collection of materials called TESS-India (Teacher Education through School-based Support). There are 9 materials in this collection so you may find other materials here that maybe of interest to you.
The key practices in the participatory pedagogy of the TESS-India OER are detailed in ten Key Resources. These include ways of organising students, learning activities, and teacher-student and student-student interactions.
The video resources complement the OER and match the areas of the key resources. They show teachers and students using participatory practices in a range of Indian classrooms.
Course dates:
First Published 15/11/2017.
Updated 05/07/2019
If this is your first visit to this site, you need to register for a free account, then login on this site and click on the Enrol button for this material.
ଏହି ମୁଖ୍ୟ ସାଧନ, ଯାହାକି ସମସ୍ତ ବିଷୟ ଏବଂ ସବୁ ସ୍ତର ପାଇଁ ପ୍ରଯୁଜ୍ୟ ହୋଇଥାଏ, ଏହା ଶିକ୍ଷକମାନଙ୍କୁ TESS-ଇଣ୍ଡିଆ ଓଇଆରର ପେଡାଗୁଗିରେ ମୁଖ୍ୟ ଅଭ୍ୟାସଗୁଡ଼ିକରେ ଅଧିକ କାର୍ଯ୍ୟାଭ୍ୟାସ ମାର୍ଗଦର୍ଶନ ପ୍ରଦାନ କରିଥାଏ। ଏହା ଛାତ୍ରଛାତ୍ରୀଙ୍କୁ ଏକତ୍ରିତ କରିବାର ପ୍ରକ୍ରିୟା, ଶିକ୍ଷାଦାନ କାର୍ଯ୍ୟକଳାପ ଓ ଶିକ୍ଷକ-ଛାତ୍ରଛାତ୍ରୀ ଓ ଛାତ୍ରଛାତ୍ରୀ- ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବ ବିନିମୟର ମାଧ୍ୟମକୁ ଅନ୍ତର୍ଭୁକ୍ତ କରେ।
TESS- ଇଣ୍ଡିଆ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆରକୁ ଶିକ୍ଷକମାନଙ୍କୁ ସେମାନଙ୍କ ସ୍କୁଲ୍ରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବା ପାଇଁ ବୁଝାମଣା ଓ ଦକ୍ଷତା ବିକାଶରେ ସହାୟତା ନିମନ୍ତେ ପରିକଳ୍ପନା କରାଯାଇଛି। ଏହି ଓଇଆର କାର୍ଯ୍ୟାଭ୍ୟାସ ହୋଇଥାଏ ଏବଂ କାର୍ଯ୍ୟକଳାପ ଓ ପ୍ରତିଫଳନଗୁଡ଼ିକୁ ଅନ୍ତର୍ଭୁକ୍ତ କରେ, ଯାହାକି ବିଦ୍ୟାଳୟରେ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟଙ୍କ ମାଧ୍ୟମରେ ସଂପାଦନ କରାଯିବା ଉଚିତ୍। ଏଗୁଡ଼ିକ ପ୍ରଭାବଶାଳୀ ବିଦ୍ୟାଳୟର ଗବେଷଣା ଓ ଶିକ୍ଷାଦାନ ବିଷୟରେ ଅଧ୍ୟୟନ ଉପରେ ଆଧାରିତ।
ଓଇଆର ଅଧ୍ୟୟନ କରିବା ପାଇଁ କୌଣସି ନିର୍ଦ୍ଧାରିତ କ୍ରମ ନାହିଁ, କିନ୍ତୁ ପ୍ରାଥମିକ ବିଦ୍ୟାଳୟ ଲିଡର ଜଣେ ସକ୍ଷମତାକାରୀ ଭାବରେ ଏବଂ ମାଧ୍ୟମିକ ବିଦ୍ୟାଳୟ ରିଡର ଜଣେ ସକ୍ଷମତାକାରୀ ଭାବରେ (ଆପଣ କେଉଁ ସ୍ତରର ସ୍କୁଲ୍ରେ ଲିଡର ଅଛନ୍ତି ତାହା ଉପରେ ନିର୍ଭର କରି) ଆରମ୍ଭ କରିବା ପାଇଁ ଶ୍ରେଷ୍ଠ ସ୍ଥାନ ହୋଇଥାଏ। କାରଣ ସେମାନେ ସମଗ୍ର ସେଟ୍ ପାଇଁ ପୃଷ୍ଠଭୂମି ଓ ଓରିଏଣ୍ଟେସନ ବା ପ୍ରାକ୍ ସୂଚନା ପ୍ରଦାନ କରିଥାନ୍ତି। ଆପଣ ମଧ୍ୟ ଦେଖିବେ ଯେ ପ୍ରାଥମିକ (କିମ୍ବା ମାଧ୍ୟମିକ) ସ୍କୁଲ୍ରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତିକରଣର ନେତୃତ୍ୱ ନେବାରେ ଓଇଆର ଏକ ଚମତ୍କାର ମାର୍ଗଦର୍ଶନ ହେବ। କାରଣ ଏଥିରେ କିପରି ପରିଚୟ ପ୍ରଦାନ କରିବେ ଏବଂ ଶିକ୍ଷକ ଓଇଆରକୁ ଆପଣଙ୍କ ସ୍କୁଲ୍ରେ ଅଧିକ ଛାତ୍ର କୈନ୍ଦ୍ରିକ ଓ ସହଭାଗିତା ବିଧି ଅନୁକୂଳ କରାଯାଇପାରିବ ସେ ବିଷୟରେ ସୂଚନା ଦିଆଯାଇଛି।
ବିଦ୍ୟାଳୟ ଲିଡରସିଫ୍ ଓଇଆର "ପରିବାରଗୁଡ଼ିକ" ଅଧ୍ୟାୟରେ ଗୋଷ୍ଠୀଭୁକ୍ତ କରାଯାଇଛି:
ସେଗୁଡ଼ିକୁ ସ୍କୁଲ ଲିଡରଙ୍କ ଦ୍ୱାରା ଆତ୍ମ ଅଧ୍ୟୟନ ଭାବରେ ବ୍ୟବହାର କରାଯାଇପାରିବ। କିମ୍ବା ଲିଡରସିପ୍ ପ୍ରୋଗ୍ରାମ୍ର ଅଂଶ ଭାବରେ ଶିକ୍ଷା ଦିଆଯାଇପାରିବ। ଉଭୟେ ଦୃଶ୍ୟପଟରେ, ବ୍ୟକ୍ତିଗତ ଶିକ୍ଷାଲାଭ ଡାଏରୀ ବଜାୟ ରଖିବାର ଲାଭ ଏବଂ କାର୍ଯ୍ୟକଳାପ ଓ ଘଟଣା ଅଧ୍ୟୟନ ବିଷୟରେ ଅନ୍ୟମାନଙ୍କ ସହିତ ଆଲୋଚନା କରିବା ସହ ଶିକ୍ଷାଲାଭ ଅନୁଭୂତି ଆଦାନପ୍ରଦାନ କରିବା ସୁଫଳ ପ୍ରଦାନ କରିଥାଏ।
ପଦ "ବିଦ୍ୟାଳୟ ଲିଡର" ଏହି ଅଧ୍ୟାୟଗୁଡ଼ିକରେ ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷ କିମ୍ବା ଡେପୁଟି ଶିକ୍ଷକ କିମ୍ବା ସ୍କୁଲରେ ନେତୃତବ୍ ଦାୟିତ୍ୱ ନେଉଥିବା ବ୍ୟକ୍ତିଙ୍କୁ ଦୃଷ୍ଟିରେ ରଖି ବ୍ୟବହାର କରାଯାଇଛି। (ଉଦାହରଣ ସ୍ୱରୂପ ଗୋଟିଏ ବର୍ଷର ଦଳ କିମ୍ବା ବିଷୟ ପାଇଁ)
ଏଠାରେ ମଧ୍ୟ ନଅଟି ଭିଡିଓ ରହିଛି, ଯାହାକି ଭାରତୀୟ ସ୍କୁଲଗୁଡ଼ିକରେ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନର ବିଭିନ୍ନ ଦିଗ ଉପରେ ପର୍ଯ୍ୟବେଶିତ।
If this is your first visit to this site, you need to register for a free account, then login on this site and click on the Enrol button for this material.
Material Reviews
1 Ratings
1 review for this material
This material is rated 5
Rate this material
We invite you to discuss this subject, but remember this is a public forum.
Please be polite, and avoid your passions turning into contempt for others. We may delete posts that are rude or aggressive; or edit posts containing contact details or links to other websites.
Rating entered. No review given
If this is your first visit to this site, you need to register for a free account, then login on this site and click on the Enrol button for this material.