ପ୍ରଗତି ଓ କାର୍ଯ୍ୟ ସମ୍ପାଦନ
ଛାତ୍ରଛାତ୍ରୀଙ୍କ ଅଗ୍ରଗତି ମୂଲ୍ୟାୟନ କରିବା ଶିକ୍ଷକମାନଙ୍କୁ ପ୍ରମାଣ ପ୍ରଦାନ କରେ ଯେ ସେମାନେ ପରବର୍ତ୍ତୀ ଶିକ୍ଷାଲାଭ ସୁଯୋଗ ପାଇଁ ପ୍ରତିଟି ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା କରିବା ଆବଶ୍ୟକ। ଏହି ଭିଡିଓଗୁଡ଼ିକରେ ଶିକ୍ଷକମାନେ କିପରି ବିଭିନ୍ନ ଉପାୟରେ ଏପରି ବିଶାଳ ଶ୍ରେଣୀଗୃହରେ ବିଭିନ୍ନ ପ୍ରକାରର ମୂଲ୍ୟାୟନ କରିଥାନ୍ତି ପ୍ରଦର୍ଶିତ ହୋଇଛି।
ଆପଣ ମଧ୍ୟ ମୁଖ୍ୟ ଉତ୍ସ " ପ୍ରଗତି ଓ କାର୍ଯ୍ୟ ସମ୍ପାଦନ" ପଢ଼ିବାକୁ ଆଗ୍ରହୀ ହୋଇପାରନ୍ତି।
ଜଣେ ଶିକ୍ଷକ ଏକ ବହୁ ଗ୍ରେଡ୍, ବହୁ ଭାଷାର ଦୃଶ୍ୟପଟରେ ବିଭିନ୍ନ ପ୍ରକାରର ସମୀକ୍ଷା କାର୍ଯ୍ୟ କରନ୍ତି।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ପ୍ରାଥମିକ ଇଂରାଜୀ ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ କିପରି ଭାବରେ ଲେସନ ପ୍ଲାନ୍ କରିଥାନ୍ତି ପ୍ରଦର୍ଶିତ ହେଉଛି। ଯେଉଁଥିରେ ସେ ଭବିଷ୍ୟତର ଲେସନ ପ୍ଲାନ୍ ବିଷୟରେ ସୂଚନା ଦେବା ପାଇଁ ତାଙ୍କ ଛାତ୍ରଛାତ୍ରୀଙ୍କ ଅଗ୍ରଗତି ମୂଲ୍ୟାୟନ କରିଥାନ୍ତି।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ପ୍ରାଥମିକ ଅଙ୍କ ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ଏହି ବିଶାଳା ଶ୍ରେଣୀରେ ବିଭିନ୍ନ ପ୍ରକାରର ଅନୌପଚାରିକ ସମୀକ୍ଷା ଚେଷ୍ଟା କରି ଦେଖିଛନ୍ତି।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ମାଧ୍ୟମିକ ଇଂରାଜୀ ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ଏହି ଛାତ୍ରଛାତ୍ରୀଙ୍କ ସହିତ ସରଳ ପ୍ରକାରର ସମୀକ୍ଷା ବ୍ୟବହାର କରିଥାନ୍ତି ଏବଂ ଏହି ସମୀକ୍ଷାଗୁଡ଼ିକ ବ୍ୟବହାର କରି ତାଙ୍କର ଶିକ୍ଷାଦାନ ଯୋଜନାରେ ସଂଶୋଧନ କରିଥାନ୍ତି।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ମାଧ୍ୟମିକ ଅଙ୍କ ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ଏହି ଛାତ୍ରଛାତ୍ରୀଙ୍କର ଶିକ୍ଷାଲାଭ ପୂର୍ବରୁ ସେମାନଙ୍କୁ ଦଳରେ ସଂଯୋଜିତ କରିବା ପାଇଁ ତାଙ୍କର ଜ୍ଞାନ ବ୍ୟବହାର କରିଥାନ୍ତି।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ମାଧ୍ୟମିକ ବିଜ୍ଞାନ ପଢ଼ିବାକୁ ଚାହିଁପାରନ୍ତି।
ଦଳଗତ କାର୍ଯ୍ୟ ବ୍ୟବହାର କରିବା