ଛାତ୍ରଛାତ୍ରୀଙ୍କ ପୃଷ୍ଠଭୂମି ବିଷୟରେ ଜାଣିବା
ଗୋଟିଏ ଗ୍ରାମାଞ୍ଚଳର ସ୍କୁଲ୍ର ବିଦ୍ୟାଳୟ ଲିଡର ପ୍ରତି ଛାତ୍ରଛାତ୍ରୀଙ୍କ ପୃଷ୍ଠଭୂମି ବୁଝିବା ଏବଂ ତାଙ୍କର ଶିକ୍ଷାଲାଭ ଓ ଉପସ୍ଥାନର ଏହା ଉପରେ ପ୍ରଭାବକୁ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯଦିଓ ସେ ତାଙ୍କ ଛାତ୍ରଛାତ୍ରୀଙ୍କର ଅମଳ କରିବା ସମୟରେ ଆବଶ୍ୟକତାକୁ ବଦଳାଇ ପାରିବେ ନାହିଁ, ତେବେ ମଧ୍ୟ ସେ ତାଙ୍କ ପିତାମାତାଙ୍କ ସହିତ କଥାବାର୍ତ୍ତା ହୋଇପାରିବେ ଏବଂ ପିତାମାତାଙ୍କୁ ସେମାନଙ୍କ ଶିକ୍ଷାଲାଭ ସହିତ ଏହି ଦାୟିତ୍ୱର ପ୍ରଭାବକୁ କମ୍ କରିବାକୁ ଚେଷ୍ଟା କରିବେ। ଏହିପରିର ଭାବରେ ସେ ବିଦ୍ୟାଳୟ ଉପସ୍ଥାନ ବଢ଼ାଇପାରିବେ।
ଆପଣ ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭ ଉପରେ ପ୍ରଭାବିତ କରୁଥିବା ବିଷୟଗୁଡ଼ିକ ସଂପର୍କରେ କେତେ ଜାଣନ୍ତି? ଯଦି ଆପଣଙ୍କ ନିକଟରେ ଅଧିକ ସୂଚନା ଥାଆନ୍ତା, ଆପଣ କିପରି ଭାବରେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରିପାରିଥାନ୍ତେ?
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆର ମଧ୍ୟ ପଢ଼ିବାକୁ ଚାହିଁପାରନ୍ତି।
TESS-ଇଣ୍ଡିଆ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:
- ନେତୃତ୍ୱର ବୈଶିଷ୍ଟ୍ୟ: ଆପଣଙ୍କ ସ୍କୁଲ୍ର ଉନ୍ନତି ପାଇଁ ବିବିଧତା ସଂପର୍କିତ ତଥ୍ୟ ବ୍ୟବହାର କରିବା
- ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ ଆଣିବା: ଆପଣଙ୍କ ସ୍କୁଲରେ ଅର୍ନ୍ତନିବେଶକୁ ପ୍ରୋତ୍ସାହିତ କରିବା
- ଅଂଶିଦାରୀର ନେତୃତ୍ୱ ନେବା: ପିତାମାତାଙ୍କୁ ବ୍ୟାପକ ସ୍କୁଲ ଗୋଷ୍ଠୀ ସହିତ ସଂପୃକ୍ତ କରିବା
TESS ଇଣ୍ଡିଆ ମୁଖ୍ୟ ସାଧନ:
ଆପଣଙ୍କ ସ୍କୁଲକୁ ଜାଣନ୍ତୁ
