ଅନ୍ତର୍ଭୁକ୍ତି
ଜଣେ ବିଦ୍ୟାଳୟ ଲିଡର କିପରି ଭାବରେ ଜଣେ ଶାରୀରିକ ଅକ୍ଷମ ଛାତ୍ରଛାତ୍ରୀଙ୍କୁ ସ୍କୁଲ କାର୍ଯ୍ୟକଳାପରେ ସଂପୂର୍ଣ୍ଣ ଭାବରେ ସଫଳତାର ସହ ଅଂଶଗ୍ରହଣ କରିବା ପାଇଁ ସାହାଯ୍ୟ କରିପାରିବେ ଉପାୟଗୁଡ଼ିକ ବର୍ଣ୍ଣନା କରୁଛନ୍ତି।
ଜଣେ ବିଦ୍ୟାଳୟ ଲିଡର ସମସ୍ତ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକଳାପରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସ୍କୁଲ୍ରେ ସମସ୍ତଙ୍କୁ ସୁଯୋଗ ମିଳିଛି ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଶାରୀରିକ ଅକ୍ଷମତା, ଏପରି ଏହି ଭିଡିଓରେ ଦର୍ଶାଯାଇଥିବା ପରି, ଏକ ଅବସ୍ଥା ଯେତେବେଳେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟବସ୍ଥା ବା ଉତ୍ସରୁ ସ୍କୁଲ୍ରୁ ଶିକ୍ଷାଲାଭ କରିବାରୁ ବାଦ୍ ଦିଆଯାଇଥାଏ।
କିନ୍ତୁ ଏହିପରି ଆହୁରି ଅନେକ ବିଷୟ ରହିଛି, ଯେପରିକି ସାମାଜିକ ସ୍ଥିତି, ଲିଙ୍ଗ, କିମ୍ବା ଦୃଷ୍ଟିଶକ୍ତି ସମସ୍ୟା- ଯାହାକି କମ୍ ଅନୁକୂଳ ଚିକିତ୍ସାର କାରଣ ହୋଇପାରେ। ଆପଣଙ୍କ ସ୍କୁଲ୍ର ସମସ୍ତ ଛାତ୍ରଛାତ୍ରୀ ସଂପୂର୍ଣ୍ଣ ଭାବରେ ଶିକ୍ଷାଲାଭରେ ଅଂଶଗ୍ରହଣ କରିବାକୁ ସକ୍ଷମ ହେଉଛନ୍ତି କି? ଆପଣ ଏହି ଅସମାନତା ଦୂର କରିବା ପାଇଁ କଣ କରିପାରିବେ?
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆର ପଢ଼ିବାକୁ ଚାହିଁପାରନ୍ତି।
TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:
- ନେତୃତ୍ୱର ବିଶେଷତା ବା ସମ୍ଭାବନା: ସ୍କୁଲ୍ରେ ଉନ୍ନତି ଆଣିବା ପାଇଁ ବିବିଧତାର ତଥ୍ୟ ବ୍ୟବହାର କରିବା
- ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ: ଆପଣଙ୍କ ସ୍କୁଲରେ ଅର୍ନ୍ତନିବେଶକୁ ପ୍ରୋତ୍ସାହିତ କରିବା
- ଅଂଶିଦାରୀର ନେତୃତ୍ୱ ନେବା: ପିତାମାତାଙ୍କ ସହିତ ବ୍ୟାପକ ବିଦ୍ୟାଳୟ ଗୋଷ୍ଠୀକୁ ସଂପୃକ୍ତ କରିବା
TESS-ଇଣ୍ଡିଆ ମୁଖ୍ୟ ଉତ୍ସ ସଂପର୍କିତ:
ପିତାମାତାଙ୍କୁ ସଂପୃକ୍ତ କରିବା
