ଶିକ୍ଷକମାନଙ୍କ ନେତୃତ୍ୱ ନେବା
ଜଣେ ବିଦ୍ୟାଳୟ ଲିଡର ଶିକ୍ଷକଙ୍କ ନେତୃତ୍ୱ ନେବା ବିଷୟରେ କଣ କହୁଛନ୍ତି ଶୁଣନ୍ତୁ ଏବଂ ସେ କେଉଁଠାରେ ତାଙ୍କର ଉଦ୍ୟମ ଉପରେ ଗୁରୁତ୍ୱ ଦେଉଛନ୍ତି ତାହା ଲକ୍ଷ୍ୟ କରନ୍ତୁ। ଲକ୍ଷ୍ୟ କରନ୍ତୁ ଯେ ଛାତ୍ରଛାତ୍ରୀଙ୍କର ଅନୁଭୂତି ତାଙ୍କର କାର୍ଯ୍ୟକୁ ଅନୁପ୍ରେରିତ କରୁଛି।
ଏହି ବିଦ୍ୟାଳୟ ଲିଡର ଯେତେବେଳେ ତାଙ୍କ ଶିକ୍ଷକମାନଙ୍କର ନେତୃତ୍ୱ ନେବାର କହନ୍ତି, ମୁଖ୍ୟତଃ ସେ କିପରି ସେମାନଙ୍କୁ ଏକାଠି କରିବେ ତାହା ଉପରେ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ସେ ମଧ୍ୟ କିପରି ଭାବରେ ସ୍କୁଲ୍ରେ ସମବେତ ଭାବରେ କାର୍ଯ୍ୟ କରିବାର ମନୋଭାବ ସୃଷ୍ଟି କରିପାରିବେ ତାହା ଉପରେ ପ୍ରାଧାନ୍ୟ ଦିଅନ୍ତି। ସେମାନେ ଛାତ୍ରଛାତ୍ରୀଙ୍କ ସହିତ ସମୟକୁ କିପରି ସୁରକ୍ଷିତ ରଖିପାରିବେ ଉଦ୍ୟମ କରନ୍ତି। ଶିକ୍ଷକମାନଙ୍କ ନେତୃତ୍ୱ ନେବାରେ ତାଙ୍କର ଉଦ୍ୟମ କିପରି ଭାବରେ ଆପଣଙ୍କ ପ୍ରାଧାନ୍ୟ ଓ ପ୍ରାକ୍ କାର୍ଯ୍ୟ ବ୍ୟସ୍ତତାରେ କେତେ ଦୂର ସ୍ଥାନିତ ହୋଇଥାଏ?
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆର ପଢ଼ିବାକୁ ଚାହିଁପାରନ୍ତି।
TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:
- ଓରିଏଣ୍ଟେସନ ବା ଅଭ୍ୟସ୍ତ କରିବା: ପ୍ରାଥମିକ ବିଦ୍ୟାଳୟର ଲିଡରଙ୍କୁ ସକ୍ଷମକାରୀ ଭାବରେ
- ଓରିଏଣ୍ଟେସନ ବା ଅଭ୍ୟସ୍ତ କରିବା: ମାଧ୍ୟମିକ ବିଦ୍ୟାଳୟର ଲିଡରଙ୍କୁ ସକ୍ଷମକାରୀ ଭାବରେ
- ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ଶିକ୍ଷକମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସହାୟତା ପ୍ରଦାନ କରିବା
- ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ଶିକ୍ଷକମାନଙ୍କର ବୃତ୍ତିଗତ ବିକାଶର ନେତୃତ୍ୱ ନେବା
- ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ମେଣ୍ଟରିଂ ବା ମାର୍ଗଦର୍ଶନ ବା ପ୍ରଶିକ୍ଷଣ
ଶୈକ୍ଷିକ ପରିବେଶ
