ସମସ୍ତଙ୍କୁ ସଂପୃକ୍ତ କରିବା
ସମସ୍ତ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ କାର୍ଯ୍ୟକଳାପରେ ଭାଗ ନେବା ପାଇଁ ସୁଯୋଗ ମିଳୁଛି ସୁନିଶ୍ଚିତ କରିବା ପାଇଁ ଶିକ୍ଷକମାନେ ମଧ୍ୟ ତାଙ୍କ ଛାତ୍ରଛାତ୍ରୀଙ୍କୁ ଭଲ ଭାବରେ ଜାଣିବା ଦରକାର। ଶିକ୍ଷକମାନେ ମଧ୍ୟ ଶିକ୍ଷାର୍ଥୀ ହେବା ଆବଶ୍ୟକ, ଯାହାଫଳରେ ସେମାନେ ତାଙ୍କ ଛାତ୍ରଛାତ୍ରୀ କଣ ଜାଣନ୍ତି ଏବଂ କିପରି ଏହା ଜାଣିଲେ ଜାଣିପାରିବେ। ଏହି ଭିଡିଓରେ ଶିକ୍ଷକ ତାଙ୍କର ଅଧ୍ୟାୟଗୁଡ଼ିକୁ ସଂଯୋଜିତ କରୁଛନ୍ତି, ଯାହାଫଳରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିଖିବାର ସୁଯୋଗ ମିଳିଥାଏ। ଦଳ ଗଠନ କରି ଏବଂ ହଳ ଗଠନ କରି କାର୍ଯ୍ୟ କରିବା ଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ସହଭାଗିତା ଅନୁଧ୍ୟାନ ଓ ତତ୍ୱାବଧାନ କରିବାକୁ ଦେଇଥାଏ।
ଆପଣ ମଧ୍ୟ ମୁଖ୍ୟ ଉତ୍ସ "ସମସ୍ତଙ୍କୁ ସଂପୃକ୍ତ କରିବା" ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ତାଙ୍କର କୁନି କୁନି ଛାତ୍ରଛାତ୍ରୀଙ୍କୁ ତାଙ୍କ ଘରେ କଥାବାର୍ତ୍ତା ହେଉଥିବା ଭାଷାରେ ସ୍ୱାଗତ କରନ୍ତି
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ପ୍ରାଥମିକ ଭାଷା ଓ ସାକ୍ଷରତା ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ କୁଶଳତାପୂର୍ବକ ତାଙ୍କର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଏକ ବହୁବର୍ଗୀୟ, ବହୁଭାଷୀ ପରିପ୍ରେକ୍ଷୀରେ କାର୍ଯ୍ୟକଳାପରେ ସଂପୃକ୍ତ କରନ୍ତି।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ପ୍ରାଥମିକ ଅଙ୍କ ପଢ଼ିବାକୁ ଚାହିଁପାରନ୍ତି।
ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭାଷାର ଲୋକସଂଗୀତଗୁଡ଼ିକୁ ବିଦ୍ୟାଳୟ ଭାଷାରେ ଅନୁବାଦ କରିବାରେ ସାହାଯ୍ୟ କରାଯାଇଥିଲା।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ପ୍ରାଥମିକ ଭାଷା ଏବଂ ସାକ୍ଷରତା ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ତାଙ୍କର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଧ୍ୟାୟରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେବାକୁ ଯୋଡ଼ାରେ କାମ କରିବା ବିଧି ବ୍ୟବହାର କରିଥାନ୍ତି।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ମାଧ୍ୟମିକ ଇଂରାଜୀ ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ତାଙ୍କର ବିଶାଳ ଶ୍ରେଣୀଗୃହକୁ ସଂଗଠିତ କରନ୍ତି, ଯାହାଫଳରେ ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାୟରେ ସଂପୃକ୍ତ ହେବା ସୁନିଶ୍ଚିତ ହୋଇଥାଏ।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ମାଧ୍ୟମିକ ବିଜ୍ଞାନ ପଢ଼ିବାକୁ ଚାହିଁପାରନ୍ତି।
ଲେସନ୍ ପ୍ଲାନ୍ କରିବା
