ଦଳଗତ କାର୍ଯ୍ୟ ବ୍ୟବହାର କରିବା

ଛାତ୍ରଛାତ୍ରୀମାନଙ୍କୁ ଦଳରେ ସଂଗଠିତ କରିବା ଫଳରେ ସେମାନେ ପରସ୍ପରର ଚିନ୍ତାଧାରାକୁ ବୁଝିବା ପାଇଁ ଓ ନିଜର ବୁଝାମଣାର ବିକାଶ ପାଇଁ ସୁଯୋଗ ପାଇଥାନ୍ତି। ଦଳଗତ କାର୍ଯ୍ୟ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କୁ ଅନୁଧ୍ୟାନ କରିବା ପାଇଁ ଓ ତତ୍ୱାବଧାନ କରିବାକୁ ଦେଇଥାଏ। ଶିକ୍ଷକମାନେ କିପରି ଭାବରେ ବିଭିନ୍ନ କାର୍ଯ୍ୟକଳାପ ପାଇଁ ଛାତ୍ରଛାତ୍ରୀଙ୍କୁ ଦଳରେ ବିଭକ୍ତ କରିପାରିବେ କେତେକ ଉପାୟ ଏହି ଭିଡିଓଗୁଡ଼ିକରେ ଦର୍ଶାଯାଇଛି।

ଆପଣ ମଧ୍ୟ ମୁଖ୍ୟ ଉତ୍ସ " ଦଳଗତ କାର୍ଯ୍ୟର ଉପଯୋଗ" ବ୍ୟବହାର [Tip: hold Ctrl and click a link to open it in a new tab. (Hide tip)] କରିବାକୁ ଚାହିଁପାରନ୍ତି।

ଜଣେ ଶିକ୍ଷକ ଏକ ବହୁ ଗ୍ରେଡ୍, ବହୁଭାଷୀୟ ଦୃଶ୍ୟପଟରେ ଦଳଭିତ୍ତିକ କାର୍ଯ୍ୟକଳାପ ପରିଚାଳନା କରନ୍ତି।

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ଏକ ଦଳଭିତ୍ତିକ କାର୍ଯ୍ୟକଳାପରେ ଦଳଗତ କାର୍ଯ୍ୟ ଉପଯୋଗ କରିଥାନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ ଚାରୋଟି ଦଳରେ ବିଭକ୍ତ କରିଛନ୍ତି, ଯେଉଁଥିରେ ସଦସ୍ୟମାନେ ସ୍ଥିର କରିବେ ଯେ କିଏ କାର୍ଯ୍ୟକଳାପର ବିଭିନ୍ନ ଦିଗର ଦାୟିତ୍ୱ ନେବେ।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ସହିତ ଦଳଭିତ୍ତିକ ଆଲୋଚନା ପାଇଁ ପ୍ରସ୍ତୁତ ହେଉଛନ୍ତି।

Interactive feature not available in single page view (see it in standard view).

ତଦାରଖ ଏବଂ ଫଳାଫଳ ଜ୍ଞାପନ

ପ୍ରଗତି ଓ କାର୍ଯ୍ୟ ସମ୍ପାଦନ