ପଠନ ଏବଂ ଲେଖନ
ଜଣେ ବିଦ୍ୟାଳୟ ଲିଡର ତାଙ୍କ ସ୍କୁଲରେ ନିର୍ଦ୍ଦିଷ୍ଟ ସମସ୍ୟା ବିଷୟରେ ବର୍ଣ୍ଣନା କରିଥାନ୍ତି, ଯେପରିକି ଲେଖିବା ଓ ପଢ଼ିବାରେ ସଅଂଗତି ଏବଂ ବର୍ତ୍ତମାନ ସେ ଏହି ସମସ୍ୟାର ସମାଧାନ ପାଇଁ ସମଗ୍ର ସ୍କୁଲର ନେତୃତ୍ୱ ନେବାକୁ ଆରମ୍ଭ କରିଛନ୍ତି। ସେ ଯଥାର୍ଥସମସ୍ୟାଗୁଡ଼ିକ ଚିହ୍ନଟ କରିବା ପାଇଁ ଶିକ୍ଷକମାନଙ୍କୁ ନିଯୁକ୍ତ କରନ୍ତି ଏବଂ ତାହା ପରେ ସମନ୍ୱିତ ଢ଼ଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି।
ଆପଣଙ୍କ ସ୍କୁଲ୍ରେ ଶିକ୍ଷାଲାଭର କୌଣସି ଦିଗ ଦୁର୍ବଳ ରହିଥିବାର ସନ୍ଦେହ କରୁଛନ୍ତି କି? ଆପଣ କିପରି ଭାବରେ ତାହାର ଅନୁସନ୍ଧାନ କରିପାରିବେ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସହାୟତା ନିମନ୍ତେ କାହାକୁ ତାଲିକାଭୁକ୍ତ କରିପାରିବେ?
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆର ପଢ଼ିବାକୁ ଚାହିଁପାରନ୍ତି
TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:
- ଓରିଏଣ୍ଟେସନ ବା ଅଭ୍ୟସ୍ତ କରିବା: ପ୍ରାଥମିକ ବିଦ୍ୟାଳୟର ଲିଡରଙ୍କୁ ସକ୍ଷମକାରୀ ଭାବରେ
- ଓରିଏଣ୍ଟେସନ ବା ଅଭ୍ୟସ୍ତ କରିବା: ମାଧ୍ୟମିକ ବିଦ୍ୟାଳୟର ଲିଡରଙ୍କୁ ସକ୍ଷମକାରୀ ଭାବରେ
- ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବାର ନେତୃତ୍ୱ ନେବା
- ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବାର ନେତୃତ୍ୱ ନେବା
TESS-ଇଣ୍ଡିଆ ମୁଖ୍ୟ ଉତ୍ସ ସଂପର୍କିତ:
TESS-ଇଣ୍ଡିଆ ଶିକ୍ଷକ ବିକାଶ ଓଇଆର ସଂପର୍କିତ:
ଛାତ୍ରଛାତ୍ରୀଙ୍କ ପୃଷ୍ଠଭୂମି ବିଷୟରେ ଜାଣିବା
