ଶୈକ୍ଷିକ ପରିବେଶ
ଜଣେ ବିଦ୍ୟାଳୟ ଲିଡର ସକ୍ରିୟ ଭାବରେ ତାଙ୍କ ସ୍କୁଲର ମାନାଙ୍କରେ ଉନ୍ନତି ଆଣିବା ପାଇଁ ଶିକ୍ଷାଲାଭ ପରିବେଶ ତତ୍ୱାବଧାନ କରିଥାନ୍ତି। ସେ ଅଧ୍ୟାୟଗୁଡ଼ିକୁ ଅନୁଧ୍ୟାନ କରିଥାନ୍ତି ଏବଂ କର୍ମଚାରୀ ତଥା ଛାତ୍ରଛାତ୍ରୀଙ୍କ ସହିତ କଥାବାର୍ତ୍ତା କରିବା ସହିତ ସମୟାନୁବର୍ତ୍ତିତା ଏବଂ ସ୍କୁଲ୍ର ପରିଷ୍କାର ପରିଛନ୍ନତା ସଂପର୍କିତ ସମସ୍ୟା ମଧ୍ୟ ଲକ୍ଷ୍ୟ କରିଥାନ୍ତି।
ବିଦ୍ୟାଳୟ ଲିଡରଙ୍କ କାର୍ଯ୍ୟର ଅନ୍ୟ ଏକ ଅଂଶ ହେଉଛି ବିଦ୍ୟାଳୟ ପରିବେଶ ଶିକ୍ଷାଲାଭ ପାଇଁ ଅନୁକୂଳ ସୁନିଶ୍ଚିତ କରିବା। ଶିକ୍ଷାଦାନର ଗୁଣାତ୍ମକ ମାନ, ପାଠ୍ୟପୁସ୍ତକ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଆଚରଣ ଏବଂ ଧୋଇବା ସୁବିଧାର ଉପଲବ୍ଧତା ଇତ୍ୟାଦି ବିଷୟରେ ସଚେତନ ହେବା ଆବଶ୍ୟକ। ଆପଣଙ୍କ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଲାଭର ପରିବେଶରେ ଉନ୍ନତି ଆଣିବା ପାଇଁ ଆପଣ କଣ କରିପାରିବେ?
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆର ପଢ଼ିବାକୁ ଚାହିଁପାରନ୍ତି।
TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:
- ଓରିଏଣ୍ଟେସନ ବା ଅଭ୍ୟସ୍ତ କରିବା: ପ୍ରାଥମିକ ବିଦ୍ୟାଳୟର ଲିଡରଙ୍କୁ ସକ୍ଷମକାରୀ ଭାବରେ
- ଓରିଏଣ୍ଟେସନ ବା ଅଭ୍ୟସ୍ତ କରିବା: ମାଧ୍ୟମିକ ବିଦ୍ୟାଳୟର ଲିଡରଙ୍କୁ ସକ୍ଷମକାରୀ ଭାବରେ
- ଶିକ୍ଷା ଓ ଶିକ୍ଷଣ ପାଇଁ ମାର୍ଗଦର୍ଶନ: ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବାର ନେତୃତ୍ୱ ନେବା
- ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବାର ନେତୃତ୍ୱ ନେବା
TESS-ଇଣ୍ଡିଆ ମୁଖ୍ୟ ଉତ୍ସ ସଂପର୍କିତ:
ଅନ୍ତର୍ଭୁକ୍ତି
