ଶିକ୍ଷାଦାନ ପାଇଁ ବକ୍ତବ୍ୟ ବା କଥାବାର୍ତ୍ତା
ଛାତ୍ରଛାତ୍ରୀମାନଙ୍କ ପାଇଁ ପରସ୍ପର ସହିତ ଏବଂ ଶିକ୍ଷକଙ୍କ ସହିତ କଥାବାର୍ତ୍ତା କରିବା ସୁଯୋଗ ସୃଷ୍ଟି କରିବା ଶିକ୍ଷାଦାନରେ ଅତ୍ୟନ୍ତ ସହାୟକ ହୋଇଥାଏ। କଥାବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ତାଙ୍କର ବୁଝାମଣା ଅଂଶିଦାର କରିଥାନ୍ତି ଏବଂ ଏହାକୁ ନୂଆ ଶିକ୍ଷାଲାଭ ସହିତ ଯୋଡ଼ିଥାନ୍ତି। ସବୁ ବୟସର ଛାତ୍ରଛାତ୍ରୀଙ୍କ ପାଇଁ କଥା କହିବା ବା ବକ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ଭିଡିଓ ବର୍ଣ୍ଣନା କରିବ ଯେ ଶିକ୍ଷକ କିପରି ଭାବରେ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହରେ ଅର୍ଥପୂର୍ଣ୍ଣ ବକ୍ତବ୍ୟ ଉପସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରିପାରିବେ।
ଆପଣ ମଧ୍ୟ ମୁଖ୍ୟ ଉତ୍ସ "ଶିକ୍ଷାଦାନ ପାଇଁ କଥାବାର୍ତ୍ତା" [Tip: hold Ctrl and click a link to open it in a new tab. (Hide tip)] ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀରେ କଥା କହିବା ପାଇଁ ଉତ୍ସାହିତ କରିବାକୁ ଗେମ୍ ବ୍ୟବହାର କରିଥାନ୍ତି
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ପ୍ରାଥମିକ ଇଂରାଜୀ ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ଯତ୍ନପୂର୍ବକ ଅଧ୍ୟାୟରୁ ଏପରି ବିଷୟ ବାଛି କାର୍ଯ୍ୟକଳାପ ପ୍ରସ୍ତୁତ କରିଥାନ୍ତି, ଯାହା ମାଧ୍ୟମରେ ତାଙ୍କର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସୁନିଶ୍ଚିତ କରାଯାଇପାରିବ।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ପ୍ରାଥମିକ ଭାଷା ଏବଂ ସାକ୍ଷରତା ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ତାଙ୍କର ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ାରେ ଆୟୋଜିତ କରି ସେମାନଙ୍କୁ ଏକାଠି ସମସ୍ୟାଗୁଡ଼ିକ/ଅଙ୍କ/ ପ୍ରଶ୍ନ ତିଆରି କରିବା ପାଇଁ ଓ ସମାଧାନ କରିବା ପାଇଁ ଉତ୍ସାହିତ କରିଥାନ୍ତି
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ପ୍ରାଥମିକ ଅଙ୍କ ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ଲେଖିବା କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବାକୁ ଆଲୋଚନାଭିତ୍ତିକ କାର୍ଯ୍ୟକଳାପ ବ୍ୟବହାର କରିଥାନ୍ତି
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ମାଧ୍ୟମିକ ଇଂରାଜୀ ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀଙ୍କୁ ପରସ୍ପରଠାରୁ ଶିଖି ତାଙ୍କର ଜ୍ଞାନର ବିକାଶ କରିବା ଓ ବୋଧଶକ୍ତିର ବିକାଶ ପାଇଁ ସୁଯୋଗ ଦେଇଥାନ୍ତି
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ମାଧ୍ୟମିକ ଅଙ୍କ ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ସମାନ ମେଧା ସଂପନ୍ନ ଛାତ୍ରଛାତ୍ରୀଙ୍କୁ ଦଳରେ ଏକାଠି କରିଥାନ୍ତି ଏବଂ ଶ୍ରେଣୀଗୃହରେ ଉପଯୁକ୍ତ ବକ୍ତବ୍ୟ ଉପସ୍ଥାପନ କରିବାକୁ ଉତ୍ସାହିତ କରିଥାନ୍ତି
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ମାଧ୍ୟମିକ ବିଜ୍ଞାନ ପଢ଼ିବାକୁ ଚାହିଁପାରନ୍ତି।
ସମସ୍ତଙ୍କୁ ସଂପୃକ୍ତ କରିବା