ସ୍ଥାନୀୟ ସାଧନ ଉପଯୋଗ
ଏହି ଭିଡିଓ ମଧ୍ୟ ବିଭିନ୍ନ ବିଷୟର ଅଧ୍ୟାୟଗୁଡ଼ିକରେ ସୃଜନାତ୍ମକ ଭାବେ ବ୍ୟବହାର କରାଯାଉଥିବା ସାଧନର ଉଦାହରଣ ପ୍ରଦର୍ଶନ କରେ। ସ୍ଥାନୀୟ ସାଧନ ଶିକ୍ଷାଦାନକୁ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଅନୁକୂଳ ଓ ଅର୍ଥପୂର୍ଣ୍ଣ କରିବା ଦ୍ୱାରା କାର୍ଯ୍ୟକଳାପର ଗ୍ରହଣୀୟତା ବଢ଼ାଇଥାଏ। ସାଧନ ଛାତ୍ରଛାତ୍ରୀଙ୍କୁ ଅଭିଲକ୍ଷ୍ୟ ବା ବସ୍ତୁ (ଯେପରିକି ଫଳର ଅଂଶ ଏବଂ ବୋତଲର ଟପ୍ କାଉଣ୍ଟର)ରୁ ସଂକେତ (ଯେପରିକି ହରଣ ଏବଂ ମିଶାଣ)କୁ ଯାଇଥାନ୍ତି। ଯାହାକି ସେମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ଉପାୟ ହୋଇଥାଏ। ସୃଜନଶୀଳ ଭାବରେ ସାଧନ ବ୍ୟବହାର କରିବା ଫଳରେ ଶିକ୍ଷାଲାଭ କାର୍ଯ୍ୟକଳାପ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଉତ୍ସାହଜନକ ହୋଇଥାଏ।
ଆପଣ ମଧ୍ୟ ମୁଖ୍ୟ ଉତ୍ସ "ସ୍ଥାନୀୟ ଉତ୍ସ ବ୍ୟବହାର କରିବା" ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ କାର୍ଯ୍ୟକଳାପକୁ ଅଧିକ ମନଛୁଆଁ ଓ ଅର୍ଥପୂର୍ଣ୍ଣ କରିବା ପାଇଁ ତାଙ୍କ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ବାହାରକୁ ନେଇଯାଆନ୍ତି।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ପ୍ରାଥମିକ ଭାଷା ଏବଂ ସାକ୍ଷରତା ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଛାତ୍ରଛାତ୍ରୀ ତାଙ୍କ ଅଧ୍ୟାୟରେ ଛାତ୍ରଛାତ୍ରୀଙ୍କୁ ପ୍ରକୃତ ଅନୁଭୂତି ପ୍ରଦାନ ବ୍ୟବସ୍ଥା କରିଥାନ୍ତି।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ପ୍ରାଥମିକ ବିଜ୍ଞାନ ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ପ୍ରାକୃତିକ ସଂପଦଗୁଡ଼ିକୁ ସୃଜନଶୀଳ ଭାବରେ ବ୍ୟବହାର କରି ତାଙ୍କ ଇଂରାଜୀ ଅଧ୍ୟାୟର ମହତ୍ୱ ବଢ଼ାଇଥାନ୍ତି।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ପ୍ରାଥମିକ ଇଂରାଜୀ ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ପାଠ୍ୟପୁସ୍ତକ ସହିତ ଆନୁସଂଗିକ ଉପକରଣ ଭାବରେ କାଳ୍ପନିକ ସାଧନ ବ୍ୟବହାର କରିଥାନ୍ତି।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ପ୍ରାଥମିକ ଅଙ୍କ ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭ ଅନୁଭୂତିକୁ ବଢ଼ାଇବା ପାଇଁ ଶୈକ୍ଷିକ ପରିବେଶ ବ୍ୟବହାର କରିଥାନ୍ତି।
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ପ୍ରାଥମିକ ବିଜ୍ଞାନ ପଢ଼ିବାକୁ ଚାହିଁପାରନ୍ତି।
ଜଣେ ଶିକ୍ଷକ ତାଙ୍କ ଅଧ୍ୟାୟରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ସ୍ଥାନୀୟ ଓ ହାତ ତିଆରି ଜିନିଷ ବ୍ୟବହାର କରିଥାନ୍ତି
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ଶିକ୍ଷକ ବିକାଶ ଓଇଆର ମାଧ୍ୟମିକ ଇଂରାଜୀ ପଢ଼ିବାକୁ ଚାହିଁପାରନ୍ତି।
ପ୍ରଗତି ଓ କାର୍ଯ୍ୟ ସମ୍ପାଦନ
